Download Now Banner

This browser does not support the video element.

ବଡସାହି: ଧଡ଼ାସାହି ଠାରେ ଚଢାଉକରି ଚୋରାକାଠ ବୋଝେଇ ପିକଅପଭ୍ୟାନ ଜବତକଲା ବନବିଭାଗ, ଲକ୍ଷାଧିକ ଟଙ୍କାର ଆକାଶିଆ ଓ ଶାଳଗଣ୍ଡି ଜବତ, ମାମଲା ରୁଜୁ

Barsahi, Mayurbhanj | Sep 10, 2025
ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡିଆ ଉପକଣ୍ଠ ଧଡାସାହି ଠାରେ ଚଡାଉକରି ଏକ ଚୋରା କାଠବୋଝେଇ ପିକଅପଭ୍ୟାନକୁ ଜବତ କରିବା ଘଟଣରେ ବୁଧବାର ଅପରାହ୍ନ ୫ଟାରେ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭକଲା ବନବିଭାଗ l ସୂଚନା ମୁତାବକ ଗଡଗଡିଆ ଉପକଣ୍ଠ ଧଡାସାହି ଅଞ୍ଚଳରୁ ଚୋରାକାଠ ପଡୋଶୀ ବାଲେଶ୍ଵର ଜିଲ୍ଲାକୁ ଚୋରାଚାଲାଣ ହେଉଥିବା ନେଇ ବିଶ୍ୱସ୍ତସୂତ୍ରରୁ ଖବର ମିଳିବାପରେ ବେତନଟୀ ରେଞ୍ଜର ମନୁୱର ଖାଁଙ୍କ ନିର୍ଦେଶକ୍ରମେ ଚଢାଉ କରାଯାଇଥିଲା l
Read More News
T & CPrivacy PolicyContact Us