Install App
shantanupanda7
This browser does not support the video element.
ବଡସାହି: ଭ୍ରମରଗୋଳା ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ଫୋନଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସାଙ୍ଗକୁ ହତ୍ୟା ଧମକ ଅଭିଯୋଗରେ ମାମଲା ରୁଜୁ
Barsahi, Mayurbhanj | Aug 21, 2025
ଦହିକଟି ପଞ୍ଚାୟତ ଅଧୀନ ଭ୍ରମରଗୋଳା ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ଫୋନଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସାଙ୍ଗକୁ ହତ୍ୟାଧମକ ଅଭିଯୋଗରେ ଗୁରୁବାର ରାତି ସାଢେ୯ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ଏତଲାକାରିଣୀ ସାମାଖୁଣ୍ଟା ବ୍ଲକ ଅଧୀନ ଧନପୁର ଗ୍ରାମର ଯୋଗେଶ୍ୱର ମହାନ୍ତଙ୍କ ସ୍ତ୍ରୀ ଭାରତୀ ମହାନ୍ତଙ୍କ ଅଭିଯୋଗ ମୁତାବକ ତାଙ୍କର ମୃତ ବାପା ଓ କକାଙ୍କ ନାମରେ ଭ୍ରମରଗୋଳାରେ ଜମି ରହିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!