Download Now Banner

This browser does not support the video element.

କେନ୍ଦ୍ରାପଡା: ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ଠିପି ଖୋଲା ବିଦେଶୀ ମଦ ଦୋକାନ ଘେରାଉ କଲେ ମହିଳା

Kendrapara, Kendrapara | Apr 4, 2025
ଆଜି ଦିନ 11ଟା ବେଳେ ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ରେ ଥିବା ଠିପି ଖୋଲା ବିଦେଶୀ ମଦ ଦୋକାନ ଘେରାଉ କଲେ ମହିଳା l ଜନବସତୀ ଓ ମୁଖ୍ୟ ବଜାରରେ ଥିବା ଦୋକାନ ବନ୍ଦ କରିବାକୁ ଦୀର୍ଘ ଦିନ ଧରି ପ୍ରଶାସନ କୁ ଅନୁରୋଧ କରିଥିଲେ l ସ୍ଥାନୀୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମହିଳା ମାନେ ଆଜି ଦୋକାନ ଆଗରେ ଧାରଣା ରେ ବସିଥିଲେ l ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି l
Read More News
T & CPrivacy PolicyContact Us