This browser does not support the video element.
ବାରିପଦା ମ୍ୟୁନିସିପାଲଟି: ମଞ୍ଚାବନ୍ଧା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା କାର
Baripada M, Mayurbhanj | May 20, 2024
ବାରିପଦାର ମଞ୍ଚାବନ୍ଧା ନିକଟରେ ଭାରସାମ୍ୟ ହରାଇ ଏକ କାର ଜାତୀୟ ରାଜପଥ କଡ଼କୁ ଖସିଯାଇଛି। ସୋମବାର ଉକ୍ତ କାରଟି ବାଲେଶ୍ଵର ପଟୁ ବାରିପଦା ଆଡ଼କୁ ଆସିଥିଲା। ଉକ୍ତ ସମୟରେ କାରଟି କୋଣସି କାରଣ ପାଇଁ ଭାରସାମ୍ୟ ହରାଇ ନିୟନ୍ତ୍ରଣ ବାହାର ହୋଇଥିଲା। ଏଥିପରେ ଜାତୀୟ ରାଜପଥ କଡ଼ ତଳକୁ ଖସି ଯାଇଥିଲା। ତେବେ ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ସୂଚନା ମିଳିଛି।