Install App
pitabasdash10
This browser does not support the video element.
ଆସିକା: ଋଷିକୂଲ୍ୟା ଜିଲ୍ଲା ଗଠନ ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ତହସିଲ କାର୍ଯ୍ୟଳୟ ରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
Asika, Ganjam | Sep 10, 2025
ଗଞ୍ଜାମ ଜିଲ୍ଲାରେ ପୁଣି ତେଜିଲା ଋଷୁକୂଲ୍ୟା ଜିଲ୍ଲା ଗଠନ ଦାବୀ l ଆସିକା ଓ ଏହାର ଆଖପାଖ ବ୍ଲକ କୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ବିଶାଳ ରାଲି ଆୟୋଜନ କରାଯାଇ ଆସିକା ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ମାଧ୍ୟମ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!