Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ହଜିଗଲା ମାନବିକତା, ପୁରୁଣାବଜର ହଳଦୀଡିହ ରାସ୍ତା କଡରେ ବୃଦ୍ଧା ଓ ରୋଗାଗ୍ରସ୍ତ ଘୋଡାକୁ ଛାଡି ମାଲିକ ଫେରାର

Bhadrak Rural, Bhadrak | Sep 11, 2025
ଏପରି ଏକ ହୃଦୟ ବିଦାରାକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ବାଙ୍କାବଜାର ହଳଦୀଡିହ ରାସ୍ତାର ଘଡେଇ ସାହି ନିକଟରେ ଗତକାଲି ରାତିରୁ ଗୋଟିଏ ଘୋଡା ପଡି ଛଟପଟ ହେଉଛି,ସ୍ଥାନୀୟ ଲୋକଙ୍କ ନଜରରେ ଆସିବା ପରେ ଲୋକେ ପଶୁ ବିଭାଗକୁ ଡାକି ଚିକିତ୍ସା କରାଇଥିଲେ ମଧ୍ୟ ଘୋଡାଟି ଉଠିବାକୁ ବଳ ପାଉନାହିଁ, କେହି ଘୋଡାତିକୁ ଉଦ୍ଧାର କରି କୌଣସି ସୁରକ୍ଷିତ ସ୍ଥାନରେ ଛାଡିବାକୁ ଆଗଭର ଦେଖାଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି,ଘୋଡା ଟିକୁ ମାଲିକ ଛାଡି ପଳାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ,ଏହୁ ଖବର ଆଜି ସନ୍ଧ୍ୟା 7 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us