This browser does not support the video element.
ବୌଦ୍ଧ ସଦର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ରାଜସ୍ୱ ଅମଲା ସଂଘର କାର୍ଯବନ୍ଦ ଆନ୍ଦୋଳନ 15 ଦିନରେ, ପ୍ରତିକ୍ରିୟା ଦେଲେ ସଭାପତି
Baudh Sadar, Boudh (Bauda) | Aug 25, 2025
ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଓଡିଶା ରାଜସ୍ୱ ଅମଲା ସଂଘର କାର୍ଯବନ୍ଦ ଆନ୍ଦୋଳନ 15 ଦିନରେ ପହଞ୍ଚିଛି l ଜିଲ୍ଲାପାଳଙ୍କ ଦ୍ବାରା ସାମୂହିକ ଛୁଟିର ବାତିଲ ଓ କାର୍ଯବନ୍ଦ ଆନ୍ଦୋଳନକୁ ବାତିଲ କରି କାର୍ଯ୍ୟରେ ଯୋଗ ଦେବାର ନିର୍ଦେଶ ଓ ରାଜସ୍ୱ ମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ଚେତାବନୀ ସତ୍ବେ ଆମଲା ମାନେ ଆନ୍ଦୋଳନ ଜାରି ରଖିଛନ୍ତି l ସେମାନଙ୍କ ଦାବି ପୁରଣ ପାଇଁ ସରକାର ସଂଘ ସହ ଆଲୋଚନା ନ କରିବା ପର୍ଯ୍ୟନ୍ତ୍ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି l