This browser does not support the video element.
ଝାରସୁଗୁଡା: କର୍ଲାଖମନ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ଵରେ ହେଉଥିବା ବର୍ଜ୍ୟ ପାଉଁଶ ଡମ୍ପିଂକୁ ସ୍ଥାନୀୟଲୋକଙ୍କ ବିରୋଧ
Jharsuguda, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ କର୍ଲାଖମନ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ଵରେ ହେଉଥିବା ବର୍ଜ୍ୟ ପାଉଁଶ ଡମ୍ପିଂକୁ ସ୍ଥାନୀୟଲୋକେ ବିରୋଧ କରିଛନ୍ତି l ଏଠାରେ ଗତ ୨ ଦିନ ହେଲାଣି ବିଳମ୍ବିତ ରାତିରେ କୌଣସି କମ୍ପାନୀର ବର୍ଜ୍ୟ ପାଉଁଶ ଵେଆଇନ ଭାବରେ ଡ଼ମ୍ପିଂ କରାଯାଉଛି l ଫଳରେ ଅନେକ ବୃକ୍ଷ ନଷ୍ଟ ହୋଇଥିବାବେଳେ ଆଖପାଖରେ ଅନେକ ଚାଷୀଙ୍କ ଚାଷ ଜମି ସହିତ ୧୦ ମିଟର ଦୂରତରେ ବିଦ୍ୟାଳୟ ଓ ଏକ ମନ୍ଦିର ପ୍ରଦୂଷଣ ର ଶିକାର ହେଉଛି l