Download Now Banner

This browser does not support the video element.

କେନ୍ଦୁଝର ସହର: ତେଲକୋଇ ବନବିଭାଗ କାର୍ଯ୍ୟାଳୟ ଠାରେ ଆୟୋଜିତ ବୃକ୍ଷ ରୋପଣ ସଚେତନ ରଥର ଶୁଭାରମ୍ଭ କଲେ ବିଧାୟକ

Kendujhar Town, Kendujhar | Sep 12, 2025
ତେଲକୋଇ ବନବିଭାଗ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ ସଚେତନ ରଥର ଶୁଭାରମ୍ଭ ହୋଇଛିି l ଏହି ଅବସରରେ ତେଲକୋଇ ବନଅଧିକାରୀଙ୍କ ସହ ହାତୀ ଆକ୍ରମଣ ଦାଉରୁ ଜନସାଧାରଣ ମାନଙ୍କର ଶସ୍ୟ ସାମଗ୍ରୀର ସୁରକ୍ଷା ନିମନ୍ତେ ଶସ୍ୟବାକ୍ସ ପ୍ରଦାନ କରାଗଲା ।
Read More News
T & CPrivacy PolicyContact Us