Download Now Banner

This browser does not support the video element.

ରଣପୁର: ରଣପୁର ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରଥକାଠ ଅନୁକୂଳ ଲାଗି ବନ ବିଭାଗକୁ ଗଲା ନିମନ୍ତ୍ରଣ

Ranapur, Nayagarh | Apr 23, 2024
ଆସନ୍ତା ୨୦୨୪ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ ରେ ସହଯୋଗ ପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବନ ବିଭାଗ କୁ ନିମନ୍ତ୍ରଣ କରିଥିବା ଜଣାପଡିଛି।ମନ୍ଦିର ରୁ ପ୍ରତିନିଧି ମଣ୍ଡଳୀ ରେ ପୂଜା ପଣ୍ଡା ସଦାଶିବ ନନ୍ଦ,ସୁନ୍ଦରି ନନ୍ଦ, ପୁର୍ଣ୍ଣ ମହାପାତ୍ର, ଗୋପାଳ ତିଆଡି, ଦେବୋତ୍ତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବିଶ୍ୱକର୍ମା କବି ମହାରଣା, ନନ୍ଦିଘୋଷ ରଥର ବିଶ୍ୱକର୍ମା ସୁରେଶ ଚନ୍ଦ୍ର ମହାରଣା ଉପସ୍ଥିତ ରହି ରଥ କାଠ ସମ୍ପର୍କରେ ରଣପୁର ବନ୍ୟାଞ୍ଚଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us