Install App
shantanupanda7
This browser does not support the video element.
ବଡସାହି: କୁଲକୁଠା ଗାଁରେ ବୁଢାବଳଙ୍ଗନଦୀକୁ ଗାଧୋଇବାକୁ ଯାଇ ପ୍ରୋଖୋର ସ୍ରୋତରେ ଭାସିଯାଇ ଜଣେ ନିଖୋଜ,ନଦୀରେ ସର୍ଚ୍ଚ ଅପରେସନ ଆରମ୍ଭକଲା ଅଗ୍ନିଶମ ବାହିନୀ
Barsahi, Mayurbhanj | Aug 31, 2025
ବଡ଼ସାହି ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତର କୁଲକୁଠା ଗ୍ରାମର ଜନୈକ ବ୍ୟକ୍ତି ଗାଁ ପାଖ ବୁଢାବଳଙ୍ଗ ନଦୀକୁ ରବିବାର ଗାଧୋଇବାକୁ ଯାଇ ନଦୀର ପ୍ରୋଖୋର ସ୍ରୋତରେ ଭାସି ଯାଇଥିବା ବେଳେ ରବିବାର ଦିନତମାମ ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କର କୌଣସି ସନ୍ଧାନ ନମଳିବାରୁ ଶେଷରେ ରବିବାର ଅପରାହ୍ନ ସାଢେ ପାଞ୍ଚଟରେ ସର୍ଚ୍ଚ ଅପରେସନ ବନ୍ଦ କଲା ଅଗ୍ନିଶମ ବାହିନୀ l
Share
Read More News
T & C
Privacy Policy
Contact Us
Your browser does not support JavaScript!