This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶିର ଅଞ୍ଚଳରେ ଅଟୋ ବାଇକ ଧକ୍କା, ମା ଓ ପୁଅ ଆହତ
Sambalpur M, Sambalpur | Sep 10, 2025
ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶିର ଅଞ୍ଚଳରେ ଅଟୋ ବାଇକ ଧକ୍କା, ବାଇକ ଚାଳକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା 5 ଟା ସମୟରେ କାଇଁଶିର ଅଞ୍ଚଳରୁ ଏକ ବାଇକ ଆସୁଥିବା ସମୟରେ ଏକ ଅଟୋ ପଛପଟୁ ବାଇକ କୁ ଧକ୍କା ଦେଇଥିଲା ଯାହାଫଳରେ ବାଇକ ରେ ବସିଥିବା ମା ଓ ପୁଅ ଉଭୟେ ଆହତ ହୋଇଥିଲା l ତୁରନ୍ତ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲ କୁ ନେଇଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା ଅଟୋ କୁ ପୋଲିସ ଜବତ କରିଛି l