Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ବିଧାୟକଙ୍କ ଦେହାନ୍ତକୁ ନେଇ ଖରିଆର ରୋଡ ସହରରେ ୨ ଦିନ ବ୍ୟାପି ଦୋକାନ ବଜାର ବନ୍ଦ ରଖିବାକୁ ନିବେଦନ କଲେ ଏନଏସି ଅଧ୍ୟକ୍ଷା

Nuapada, Nuapada | Sep 8, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଆଜି ଦେହାନ୍ତକୁ ନେଇ ଖରିଆର ରୋଡ ସହରରେ ଆଞ୍ଚଳିକ ଶୋକ ପାଇଁ ଦୁଇ ଦିନ ବ୍ୟାପୀ ଦୋକାନ ବଜାର ବନ୍ଦ ରଖିବକୁ ନିବେଦନ କରିଛନ୍ତି। ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ଡ଼. ସୋନିଆ ଜୈନ ଓ ଗୋଲଡି ଅଗ୍ରୱାଲ ସହରରେ ବୁଲି ବୁଲୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଅଞ୍ଚଳରେ ଜଣେ ଲୋକପ୍ରିୟ ବିଧାୟକ ଭାବରେ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ବେଶ ପରିଚିତ ଥିଲେ। ନୂଆପଡ଼ା ବିଧାୟକ ଭାବରେ ୪ ଥର ନିର୍ବାଚିତ ହୋଇଥିଲେ।
Read More News
T & CPrivacy PolicyContact Us