Download Now Banner

This browser does not support the video element.

ଟିଟିଲାଗଡ: ପୁରୀ-ଅହମ୍ମଦାବାଦ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଟିଟିଲାଗଡ଼ ରେଳ ଷ୍ଟେସନରେ ୩ ଯୁବକଙ୍କୁ ଧରିଲା ରେଳବାଇ ପୋଲିସ, ୩ କେଜି ଗଞ୍ଜେଇ ଜବତ

Titlagarh, Balangir | Aug 24, 2025
ପୁରୀ ଆହାମଦାବାଦ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଆର ପି ଏଫ - ତିନି ଗିରଫ ଟିଟିଲାଗଡ଼ ରେଳ ଷ୍ଟେସନରେ ଆରପିଏଫ ଥାନାଧିକାରୀ ଶ୍ରୀଯୁକ୍ତ ଏସ ବି ପୁନିଆ, ଏ ଏସ ଆସି ଡି ଏମ ଲୁହା ଏବଂ ଜି ଆର ପି ଷ୍ଟାଫ ରେଳ ଷ୍ଟେସନରେ ପୁରି ଅହମଦାବାଦ ଟ୍ରେନରେ ଚେକିଂ କରୁଥିବା ବେଳେ ସନ୍ଦେହ ହେବାରୁ ତିନି ଜଣ ଯୁବକଙ୍କୁ ଯାଞ୍ଚ କରିବା ପରେ ଧଳା କପଡାରେ ଜଣ ପିଛା ଏକ କେଜି ଗଞ୍ଜେଇ ନିଜ ଦେହରେ ଝୁଲାଇ ଭିତରେ ଲୁଚାଇଥିଲେ। ସେମାନେ ହେଲେ କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅର୍ନ୍ତଗତ ଇନ୍ଦ୍ରମାଲ ଗ୍ରାମର ଟଙ୍କଧର ସାହୁ (୩୨), ରାଜସ୍ଥାନର ନାଗାଓର ଜିଲ୍ଳାର କୁଚେରା ଥାନା ଅର୍ନ୍ତଗତ କୁଚ
Read More News
T & CPrivacy PolicyContact Us