This browser does not support the video element.
କଣ୍ଟାମାଳ: କଣ୍ଟାମାଳ ବ୍ଲକ ଗସ୍ତରେ ଜିଲ୍ଲାପାଳ, ଏକ ପେଡ ମା କେ ନାମ୍ କାର୍ଯ୍ୟକ୍ରମ ପ୍ରସ୍ତୁତିର କଲେ ପରିଦର୍ଶନ
Kantamal, Boudh (Bauda) | Sep 11, 2025
ଗୁରୁବାର ସନ୍ଧ୍ୟାରେ କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଗସ୍ତରେ ଯାଇ ଏକ ପେଡ ମା କେ ନାମ୍ କାର୍ଯ୍ୟକ୍ରମ ପ୍ରସ୍ତୁତିର ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଉକ୍ତ କାର୍ଯ୍ୟକ୍ରମ ପାଇଁ ସ୍ଥାନ ନିରୁପଣ ହୋଇଥିବା ବରଗୋଛା, ବିଳାସପୁର ଓ ଗୁଡ଼ଭେଲି ପଦର ଆଦି ଗ୍ରାମ ପଞ୍ଚାୟତ ଗସ୍ତ କରି ପ୍ରସ୍ତୁତି ପରିଦର୍ଶନ କରିଥିଲେ | ବୃକ୍ଷ ରୋପଣ ପାଇଁ ଚାଲିଥିବା ଗାତ ଖୋଳା କାର୍ଯ୍ୟ ଦେଖିଥିଲେ l