This browser does not support the video element.
ସୁନ୍ଦରଗଡ ସହର: ସୁନ୍ଦରଗଡ ଏକ୍ସସାଇଜ ଷ୍ଟେସନର ଲୁହୁରା ଢିପା, କିରେଇ ଓ ଖଜୁରୀ ଝରଣରେ ଚଢାଉ ଜଣେ ମହିଳା ଅଭିଯୁକ୍ତ ସମେତ ତିନି ଗିରଫ
Sundargarh Town, Sundargarh | Sep 3, 2025
ଆଜି ସେପ୍ଟେମ୍ୱର 3 ତାରିଖ ବୁଧବାର ପୂର୍ବାହ୍ନ 9 ଟା ଠାରୁ ଆରମ୍ଭ ଏହି ଚଢାଉ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲିଥିଲା। ଅବକାରୀ ବିଭାଗ ପ୍ରଥମେ ଟାଉନ ଥାନା ଅନ୍ତର୍ଗତ ଲୁହୁରା ଢିପାରେ ଚଢାଉ କରି ଫୁଲେଶ୍ୱର ରୋହିଦାଶ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ 13 ଲିଟର ମଦ ଜବତ କରିଛନ୍ତି। ସେହିପରି ସଦର ଥାନା ଅନ୍ତର୍ଗତ କିରେଇରେ ଚଢାଉ କରି ମନିଷା ଓରାମ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 14 ଲିଟର ମଦ ଜବତ କରିଛନ୍ତି। ସେହିପରି ଅପରାହ୍ନ 3 ଟାରେ ଧରୁଆ ଡିହି ଥାନା ଅନ୍ତର୍ଗତ ଖଜୁରୀ ଝରନ ରେ ଚଢାଉ କରି ଅଭିଯୁକ୍ତ ମାଲିଆ ଓରାମ କୁ ଗିରଫ କରିବା ସହ ତା