Download Now Banner

This browser does not support the video element.

କୋରାପୁଟ ସହର: ଲଗାଣ ବର୍ଷାରେ ଲମତାପୁଟରେ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ,ଘର ଭିତରୁ ତିନି ପିଲାଙ୍କୁ ଉଦ୍ଧାର କଲା ଅଗ୍ନିଶମ

Koraput Town, Koraput | Aug 26, 2025
୨୪ ଘଣ୍ଟା ଲଗାଣ ବର୍ଷାରେ ଲମତାପୁଟ ସହର ବେହାଲ । ପାହାଡିଆ ପାଣି ଆସି ଲମତାପୁଟ ସହରର ଦୋକାନ ଏବଂ ଘର ଭିତରେ ୩ରୁ ୪ଫୁଟ ବର୍ଷା ପାଣି ପସି ଯାଇଥିଲା । ଫଳରେ ତିନି ଜଣ ଘର ଭିତରେ ଫସି ଯାଇଥିଲେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘର ଭିତରେ ପଶି ରହିଥିବା ୩ ଜଣ ଛୋଟ ପିଲାଙ୍କୁ ଉଦ୍ଧାର କରିଥିଲେ । ଦିନ ୨ଟା ସମୟରେ ନାଳ ନର୍ଦ୍ଦମାକୁ ଜେସିବି ମାଧ୍ୟମରେ ପାଣି ନିଷ୍କାସନ କରାଯାଈଥିଲା । ଲଗାଣ ବର୍ଷାରେ ଜୟପୁର ଲମତାପୁଟ ମୁଖ୍ୟ ରାସ୍ତା ଉପରେ ଦୁଇଫୁଟ ପାଣି ପ୍ରବାହିତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us