Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଗତକାଲି ବିଳମ୍ବିତ ରାତିରେ ଚରମ୍ପା ବରଳାପୋଖରୀ ରେ ଘର ଭିତରେ ପଶି ଖଣ୍ଡାରେ ଆକ୍ରମଣ, ମାମୁଁ ଭଣଜା ଗୁରୁତ୍ତର

Bhadrak Rural, Bhadrak | Sep 9, 2025
ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ଖଣ୍ଡା ଛୁରୀରେ ଆକ୍ରମଣ। ଆକ୍ରମଣରେ ମାମୁଁ ଭଣଜା ଗୁରୁତ୍ତର,ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳପୋଖରୀରେ,ଗତକାଲି ବିଳମ୍ବିତ ରାତିରେ ଗ୍ରାମର ମାଧବ କାହାଳିଆ ଘରେ ଥିବା ବେଳେ ସେହି ଗ୍ରାମର ଅନ୍ୟ ଏକ ପରିବାରର 7 ରୁ 8 ଜଣ ସଦସ୍ୟ ହଠାତ ହାତରେ ଖଣ୍ଡା ଓ ମାରଣାସ୍ତ୍ର ଧରି ଘର ଭିତରକୁ ପଶିବା ସହିତ ଅତର୍କିତ ଆକ୍ରମଣ କରିଥିଲେ,ଏଥିରେ ମାଧବଙ୍କ ସହିତ ତାଙ୍କ ଭଣଜା ନିର୍ମଳ ନାୟକ ଗୁରୁତ୍ତର ହୋଇଛନ୍ତି। ଉଭୟଙ୍କ ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ ପରେ ଭଦ୍ରକ ମେଡିକାଲ ରେ ଚିକିତ୍ସା ହେଉଛନ୍ତି
Read More News
T & CPrivacy PolicyContact Us