This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କଲା ବ୍ଲକ ସରପଞ୍ଚ ସଂଘ
Baudh Sadar, Boudh (Bauda) | Sep 9, 2025
ମଙ୍ଗଳବାର ବୌଦ୍ଧ ବ୍ଲକରେ ଯୋଗଦାନ କରିଥିବା ନୂତନ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛି ବୌଦ୍ଧ ବ୍ଲକ ସରପଞ୍ଚ ସଂଘ l ସରପଞ୍ଚ ସଂଘର ସଭାପତି ଅରୁଣ ବାଘ, ସମ୍ପାଦକ ଧବଳେଶ୍ୱର ସିଂ, ସହ ସମ୍ପାଦକ ସରୋଜ କର୍ଣ୍ଣ, ପ୍ରେମାନନ୍ଦ ବାଘ, ଝରଣା ଯାନି, ଭାରତୀ ମଲ୍ଲିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ l ସଂଘ ପକ୍ଷରୁ ଶ୍ରୀ ବିଶ୍ୱାଳଙ୍କୁ ସ୍ବାଗତ କରାଯିବା ସହ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ |