Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବନ୍ୟା ସ୍ଥିତି ନେଇ କେଶରୀ ନଗର ଅଫିସରେ ପ୍ରତିକ୍ରିୟା ରଖିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ
Bhubaneswar M Corp, Khordha | Sep 7, 2025
ମୁଣ୍ଡଳୀରେ ପିକ ଚାଲିଛି ମହାନଦୀ ଜଳ | ମୁଣ୍ଡଳୀ ରେ ଏବେ 6.16 ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି | ଆଗକୁ ଜଳ ସ୍ତର କମିବ | ହୀରାକୁଦରେ 8 ଗେଟ ଦେଇ ମହାନଦୀ ଜଳ ନିଷ୍କାସନ ହେଉଛି | ଭଟ୍ଟାରିକା ସହ ବାଙ୍କୀ ତଳିଆ ପଠା ଅଂଚଳ ରେ ପାଣି ପଶିଛି | ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛି | ବ୍ରାହ୍ମଣୀ ଜଳ ଯାଉଥିବା ରେଙ୍ଗାଲିର କେବଳ 3 ବ୍ଲକରେ 50 mm ବର୍ଷା ହୋଇଛି | ଗୋଟେ ବ୍ଲକରେ ଯାହା ଢେଙ୍କାନାଳ ବ୍ଲକ ଭୁବନରେ 100 mm ରୁ ଅଧିକ ବର୍ଷା ହୋଇଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!