Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଉପର ପଡ଼ିଆରେ ବାଲିଯାତ୍ରା ହେବ କି ନାହିଁ ସେ ନେଇ ଦ୍ଵନ୍ଦ ଦୂର କରି କିଶନନଗରରେ ପ୍ରତିକ୍ରିୟା ଦେଲେ କଟକ ଜିଲ୍ଲାପାଳ

Cuttack M Corp PS, Cuttack | Sep 1, 2025
ଚଳିତ ବର୍ଷ ବାଲିଯାତ୍ରା ଉପର ପଡ଼ିଆରେ ହେବ କି ନାହିଁ ସେ ନେଇ ଦ୍ଵନ୍ଦ ଲାଗି ରହିଛି। ତେବେ ଏହି ଦ୍ଵନ୍ଦକୁ ନିଜ ପ୍ରତିକ୍ରିୟାରେ ମାଧ୍ୟମରେ ଦୂର କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ। ସୋମବାର ଦିନ ୧.୩୦ ମିନିଟ ସମୟରେ କିଶନନଗରରେ ନିଜ ପ୍ରତିକ୍ରିୟାରେ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ ଏହି ଦ୍ଵନ୍ଦ ଦୂର କରିଛନ୍ତି। ଉପର ପଡ଼ିଆରେ ବାଲିଯାତ୍ରା ହେବ କି ନାହିଁ ସେ ନେଇ ଏ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ।
Read More News
T & CPrivacy PolicyContact Us