Install App
khariar.news
This browser does not support the video element.
ଖରିଆର: ନୂଆପଡ଼ା ବିଧାୟକଙ୍କ ବିୟୋଗରେ ଗଭିର ଶୋକ ପ୍ରକାଶ କରି ବୋଡ଼େନ ଠାରେ ପ୍ରତିକ୍ରିୟା ରଖିଲେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ
Khariar, Nuapada | Sep 8, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କର ଆଜି ସକାଳ ୮ ଟାରେ ପରଲୋକ ହୋଇଯାଇଛି। ଏହି ଖବର ପରେ ନୂଆପଡ଼ା ଜିଲ୍ଲା ସାରା ଶୋକାକୁଳ ପରିବେଶ ଦୃଷ୍ଟି ହୋଇଛି। ଏନେଇ ଆଜି ୧୨ ଟାରେ ବୋଡ଼େନ ଠାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ।
Share
Read More News
T & C
Privacy Policy
Contact Us
Your browser does not support JavaScript!