Download Now Banner

This browser does not support the video element.

ଯାଜପୁର: ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଭାଙ୍ଗିଲା ପୁରୁଷୋତ୍ତମପୁର ସ୍ଥିତ ଶହ ଶହ ବର୍ଷର ବରଗଛ, ରାସ୍ତା ସଫା କଲେ ଅଗ୍ନିଶମ କର୍ମଚାରୀ

Jajapur, Jajpur | Sep 5, 2025
ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଭାଙ୍ଗିଲା ପୁରୁଷୋତ୍ତମପୁର ସ୍ଥିତ ଶହଶହ ବର୍ଷର ବରଗଛ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଗଛ କାଟିବା ଆରମ୍ଭ l ଯାଜପୁର ରେ ତାଣ୍ଡପ ରଚିଛି ବର୍ଷା । ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ଉପୁଡି ପଡିଛି ଶହ ଶହ ବର୍ଷର ବରଗଛ । ଗଛ ଉପୁଡିବା ଫଳରେ ବିପଦପୂର୍ଣ ଅବସ୍ଥାରେ ୨ ମହଲା କୋଠା । ଯାଜପୁର ଜ଼ିଲ୍ଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଅନେକ କ୍ଷୟ କ୍ଷତି ଘଟିଛି। ଯାଜପୁର ପୌରପାଳିକା ସାନବଜାର ସ୍ଥିତ ପୁରୁଷୋତ୍ତମପୁରରେ ଏକ ବିରାଟ ବର ଗଛଟି ଭାଙ୍ଗି ମଙ୍ଗୁଳି ସେଠିଙ୍କ ଘରର ନିର୍ମାଣଧିନ ଦ୍ଵିତୀୟ ମହଲାର କାନ୍ଥ ଭାଙ୍ଗି କୋଠା ଘର ଛାତରେ ପଡି ରହିଛି
Read More News
T & CPrivacy PolicyContact Us