Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଗବାନପୁର ପଞ୍ଚାୟତ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଠାରୁ ପଳିକିରି ଗାଁ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ କଲେ ମନ୍ତ୍ରୀ
Bhadrak Rural, Bhadrak | Sep 1, 2025
ଭଗବାନପୁର ପଞ୍ଚାୟତ ଦେଇ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାଠାରୁ ପଳିକିରି ଗାଁ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ଯାସ କରାଯାଇଛି । ଏହାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପହଞ୍ଚି ଶିଳାନ୍ୟାସ କରିଥିବା ବେଳେ ଏହି ରାସ୍ତା ଯୋଗୁଁ ପଳିକିରି, ଭଗବାନପୁର ଓ ଚଣ୍ଡେଶ୍ବର ଆଦି ଗାଁ ଲୋକେ ଉପକୃତ ହେବା ନେଇ କହିଛନ୍ତି ମନ୍ତ୍ରୀ। ତେବେ ଦୀର୍ଘ ଦିନରୁ ଏହି ରାସ୍ତା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଯୋଗୁଁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଏହାକୁ ଅନୁମୋଦନ କରିଥିବା ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!