Download Now Banner

This browser does not support the video element.

ବୌଦ୍ଧ ସଦର: ନୁଆପାଲି ଗ୍ରାମରେ ଗ୍ରୀନ ମେମୋରୀ କ୍ୟାମ୍ପେନ ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Baudh Sadar, Boudh (Bauda) | Sep 12, 2025
ଶୁକ୍ରବାର ଦିନ ଗ୍ରୀନ ମେମୋରୀ କ୍ୟାମ୍ପେନ ପକ୍ଷରୁ ବୌଦ୍ଧ ଜିଲ୍ଲାର ନିଜର ପ୍ରଥମ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରକାରଙ୍କ ଦ୍ଵାରା ପ୍ରୋତ୍ସାହିତ କରାଯାଉଥିବା “ଏକ ପେଡ ମାଁ କେ ନାମ” ଅଭିଯାନ ନିମନ୍ତେ ଏହି “ଗ୍ରୀନ ମେମୋରୀ କ୍ୟାମ୍ପେନ” ତରଫରୁ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ନୂଆଁପାଲି ଠାରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
Read More News
T & CPrivacy PolicyContact Us