This browser does not support the video element.
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟି ଭେଣ୍ଡିଂଜୋନ ୩୧ ନମ୍ବର କ୍ୟାବିନରୁ ଗଳିତ ମୃତଦେହ ଉଦ୍ଧାର,ସମ୍ପର୍କୀୟ ଭଗବତୀ ରାଉତଙ୍କ ପ୍ରତିକ୍ରିୟା
Kendrapara, Kendrapara | Aug 31, 2025
ପଟ୍ଟାମୁଣ୍ଡାଇ ଏଲ୍ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲଟି ଭେଣ୍ଡିଂଜୋନ ସାମ୍ନାର ୩୧ ନମ୍ବର କ୍ୟାବିନରୁ ଗଳିତ ମୃତଦେହ ଉଦ୍ଧାର କରିଛି ପଟ୍ଟାମୁଣ୍ଡାଇ ପୋଲିସ l କ୍ୟାବିନଟିକୁ ଭଡ଼ା ସୂତ୍ରରେ ସନ୍ତୋଷ ଓରଫ ବାଇଆ ଭଡା ସୂତ୍ରରେ ନେଇ ଚକୁଳି ପିଠା ବ୍ୟବସାୟ କରୁଥିଲା l ସେଠାରେ ସେ ଏକ ମହିଳାଙ୍କୁ ରଖି ବ୍ୟବସାୟ କରୁଥିଲେ l ସେମହିଳା ନିଖୋଜ ଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଗତ 28 ତାରିଖରେ ଏତଲା ହୋଇଥିଲା ଆଜି ବନ୍ଦ କୋଠରୀରୁ ଗନ୍ଧ ହେବାଦ୍ୱାରା ପୋଲିସ ପହଂଚି ଗଳିତ ମୃତ ଦେହ ଉଦ୍ଧାର କରିଛି, ସମ୍ପର୍କୀୟ ଭଗବତୀ ରାଉତ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି l