Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରଘୁନାଥପୁର ଫିଟନେସ ନିକଟରେ ଦୋକାନ ଭିତରକୁ ଦିଭାଇଡ଼ର ଡେଇଁ ମାଡି ଗଲା କାର

Bhubaneswar M Corp, Khordha | Aug 21, 2025
ରାଜଧାନୀରେ ଦିନ କୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା |  ଗୁରୁବାର ରାଜଧାନୀରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି | ରଘୁନାଥପୁର ଫିଟନେସ ନିକଟରେ ଦୋକାନ ଭିତରକୁ ଦିଭାଇଡ଼ର ଡେଇଁ ମାଡି ଗଲା କାର | ଦୁର୍ଘଟଣାରେ କାହାର କିଛି ହୋଇ ନଥିବା ସୂଚନା | କିନ୍ତୁ କେମିତି କେଉଁ ପରିସ୍ଥିତି ଦୁର୍ଘଟଣା ହୋଇଛି ତାହା ଅସ୍ପଷ୍ଟ | ଘଟଣା ସ୍ଥଳରେ ପୋଲିସର ଛାନବିନ ଆରମ୍ଭ କରିଛି | ଗାଡିକୁ ଜବତ ସହିତ ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ | ମଦ୍ୟପନ କରିଥିଲାକି ନାହିଁ ଗାଡି ଚାଳକ ତାର ମଧ୍ୟ ଯାଞ୍ଚ କରୁଛି ପୋଲିସ |
Read More News
T & CPrivacy PolicyContact Us