Download Now Banner

This browser does not support the video element.

କେନ୍ଦ୍ରାପଡା: ଆସନ୍ତାକାଲି ବୁଧବାର ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ

Kendrapara, Kendrapara | Sep 2, 2025
ବୁଧବାର ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଙ୍ଗ । ମଙ୍ଗଳବାର ସକାଳ ନଅ ଟା ବେଳେ ପାଣିପାଗ ବିଭାଗ କେନ୍ଦ୍ରାପଡ଼ା ଜିଲା ପାଇଁ ଏଭଳି ସତର୍କ ସୂଚନା ଜାରି କରିଛି । ଏହି ସମୟ ମଧ୍ୟରେ ଜିଲାରେ ଗ୍ରୀଷ୍ମପ୍ରବାହ ଅବ୍ୟାହତ ରହିବ । ତିରିଶିରୁ ଚାଳିଶି କିମି ବେଗରେ ପବନ ବ‌ହିବ । କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।
Read More News
T & CPrivacy PolicyContact Us