Download Now Banner

This browser does not support the video element.

ବଡସାହି: ବେତନଟୀକୁ ଏନଏସି ମାନ୍ୟତା ତାଲିକାରେ ସାମିଲପରେ ବଙ୍ଗଳାଛକରେ ଅଞ୍ଚଳବାସୀ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ

Barsahi, Mayurbhanj | Aug 26, 2025
ବେତନଟୀକୁ ଏନଏସି ମାନ୍ୟତା ତାଲିକାରେ ସ୍ଥାନୀତ କରିବାପରେ ବେତନଟୀ ବଙ୍ଗଳାଛକରେ ମଙ୍ଗଳବାର ରାତି ଦଶଟାରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବେତନଟୀ ଅଞ୍ଚଳବାସୀ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି l ପୂର୍ବତନ ମଣ୍ଡଳ ସଭା ରାଜକିଶୋର ଶାହାଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବେତନଟୀର ବିଭିନ୍ନ ସାମାଜିକ ସଂଗଠନ ଓ ଅନୁଷ୍ଠାନ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us