Download Now Banner

This browser does not support the video element.

କଣ୍ଟାମାଳ: ସୁବର୍ଣ୍ଣପାଲିରେ ରାସ୍ତା ଉପରେ ଜମି ରହୁଛି ଆବର୍ଜନା ପାଣି, ସମସ୍ୟା ଭୋଗୁଛନ୍ତି ଦୁଇଟି ପଡାବାସୀ #jansamasya

Kantamal, Boudh (Bauda) | Aug 28, 2025
ଗୁରୁବାର ଦିନ କଣ୍ଟାମାଳ ବ୍ଲକ ମନମୁଣ୍ଡା ଗ୍ରାମ ପଞ୍ଚାୟତ ସୁବର୍ଣ୍ଣପାଲିର ରାସ୍ତା ଉପରେ ଆବର୍ଜନା ପାଣି ଜମି ରହୁଥିବା ଯୋଗୁଁ ଦୁଇଟି ପଡାବାସୀ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣପାଲି ଗ୍ରାମର ଖଦାଳ ପଡା ଓ ମୁସଲିମ ପଡା ଲୋକେ ମୁଖ୍ୟ ରାସ୍ତା ଠାରୁ ପଡାକୁ ଯାଇଥିବା ରାସ୍ତାରେ ପାଣି ଜମୁଥିବା ଯୋଗୁଁ ଆବର୍ଜନା ପାଣି ମଧ୍ୟ ଦେଇ ଯାତାୟାତ କରୁଛନ୍ତି | ଟିକିଏ ବର୍ଷା ହେଲେ ଦୀର୍ଘ ଦିନ ଧରି ଆବର୍ଜନା ପାଣି ଜମି ରହୁଥିବା ପଡା ବାସୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |
Read More News
T & CPrivacy PolicyContact Us