Download Now Banner

This browser does not support the video element.

ଦଶପଲ୍ଲା: ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସୀମାକୁ ସିଲ କରିବା ସହ CRPF ଯବାନଙ୍କ ଦ୍ୱାରା ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି

Dasapalla, Nayagarh | May 19, 2024
ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ସୀମାନକୁ ସିଲ କରାଯିବା ସହ ସିସି ଟିଭି ଦ୍ବାରା ମନିଟରିଂ କରାଯାଉଛି । ମାଓ ମୁକାବିଲା ପାଇଁ ମାଓ ଅଞ୍ଚଳରେ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଭୋଟର ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନରେ ସାମିଲ ହେବା ପାଇଁ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ନିବେଦନ କରିଛନ୍ତି ।
Read More News
T & CPrivacy PolicyContact Us