This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବ୍ରାଉନସୁଗର ମାଫିଆ କୁ 20ବର୍ଷ ସଜା, ଭୁବନେଶ୍ଵର କୋର୍ଟ ରେ ପ୍ରତିକ୍ରିୟା ରଖିଲେ ସରକାରୀ ଓକିଲ ରଶ୍ମି ରଞ୍ଜନ ବର୍ମା
Bhubaneswar M Corp, Khordha | Sep 11, 2025
ବ୍ରାଉନ ସୁଗାର ମାଫିଆକୁ 20 ବର୍ଷ ସଜ୍ଜା। ଅଟୋ ଗ୍ୟାରେଜରୁ ନିଶା ମାଫିଆ ବନିଥିଲା ଚିତ୍ତରଞ୍ଜନ ସାହୁ ଓରଫ ମଧୁ। 20 ବର୍ଷ ସଜ୍ଜା ସହ ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ଅତିରିକ୍ତ ସେସନ୍ସ ଜଜ୍ ୨। 21/05/2023 ତାରିଖରେ ଗିରଫ ହୋଇ 2 ବର୍ଷ ଧରି ବିଚାର ବିଭାଗୀୟ ହାଜତରେ ରହିବା ପରେ ଆଜି ସଜ୍ଜା ଶୁଣାଇଛନ୍ତି କୋର୍ଟ। ଭୁବନେଶ୍ୱର ୟୁନିଟ ୮ ରେ ଏକ ସରକାରୀ କ୍ବାର୍ଟର ରେ ନିଶା କାରବାର ଚାଲୁଥିବା ବେଳେ ମାଡି ବସିଥିଲା STF। ଗିରଫ ସମୟରେ ଅଭିଯୁକ୍ତ ଠାରୁ ୧ କେଜି ୭ ଗ୍ରାମ ବ୍ରାଉନସୁଗର ଜବତ କାରାଯାଇଥିଲା। ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ ।