Download Now Banner

This browser does not support the video element.

କଟକ ପୌରାଞ୍ଚଳ: ତିଗିରିଆ ପୋଲିସ ଉପରକୁ ୨୦୨୪ ମସିହା ଢେଲାମାଡ ଘଟଣାରେ ତିଗିରିଆ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି

Cuttack M Corp PS, Cuttack | Jun 8, 2025
ସକାଳେ ତିଗିରିଆ ପୋଲିସ ଉପରକୁ ୨୦୨୪ ମସିହା ଢେଲାମାଡ ଘଟଣାରେ ତିଗିରିଆ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତିନ ଅଭିଯୁକ୍ତ ହେଲେ ଦିଲ୍ଲୀପ କୁମାର ସାହୁ ବିକାଶ କୁମାର ସାହୁ ଓ ଜଗବନ୍ଧୁ ସାହୁ ଏ ସମସ୍ତଙ୍କ ଘର ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ତନ୍ତିସାହି ର ବୋଲି ତିଗିରିଆ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us