Download Now Banner

This browser does not support the video element.

ସୁନ୍ଦରଗଡ ସହର: ଗତ କାଲି ବିଳମ୍ବିତ ରାତିରେ ଜଣେ ମୁକ ମହିଳା ଓ ଜଣେ ଶିଶୁ ସଦର ପୋଲିସ ଦ୍ବାରା ସେବତୀ ବାହାଲରୁ ଉଦ୍ଧାର ଆଜି ନିଜ ଘରେ ପହଞ୍ଚିଲେ

Sundargarh Town, Sundargarh | Aug 31, 2025
ଆଜି ଅଗଷ୍ଟ 31 ତାରିଖ ରବିବାର ଜଣେ ମୁକ ମହିଳା ଓ ତାଙ୍କ ଶିଶୁ ପୁତ୍ରକୁ ତାଙ୍କ ଘରେ ପୂର୍ବାହ୍ନ 9:40 ସମୟରେ ପହଞ୍ଚାଇ ସଦର ପୋଲିସ ପୁଣି ଥରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଗତ କାଲି ରାତି 10:45 ପାଖାପାଖି ସମୟରେ ସଦର ପୋଲିସ ଉଭୟଙ୍କୁ ସେବତୀ ବାହାଲ ରାସ୍ତାରୁ ଉଦ୍ଧାର କରିଥିଲେ। ତେବେ ମହିଳା ଜଣଙ୍କ କଥା କହି ପାରୁ ନ ଥିବା ବେଳେ ଶିଶୁ ପୁତ୍ର ମଧ୍ୟ ତାଙ୍କ ପରିଚୟ ଉଜାଗର କରିବାରେ ସକ୍ଷମ ନ ଥିଲେ। ତେବେ ଆଜି କେତେକ ସ୍ଥାନୀୟ ଲୋକ ସମ୍ପୃକ୍ତ ମହିଳା ବାଲି ଯୋରି ଅଞ୍ଚଳର ବୋଲି ପୋଲିସକୁ ଅବଗତ କରାଇବା ପରେ ସଦର ପୋଲିସ ଉଭୟଙ୍କୁ ନେଇ ବାଲି ଯୋରି ପହଞ୍ଚିଥିଲେ। ବାଲିଯୋରି ଗାଁ ରେ
Read More News
T & CPrivacy PolicyContact Us