Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୁରୁଣା ମେଡିକାଲ୍ କୁ ସିଟି ହସ୍ପିଟାଲ ଦାବିରେ ସଦର ଠାରେ ସାମ୍ୱାଦିକ ସମ୍ମିଳନୀ। ପ୍ରତିକ୍ରିୟା ରଖିଲେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ
Bhadrak Rural, Bhadrak | Sep 20, 2025
ତେବେ ଭଦ୍ରକ ମେଡିକାଲ୍ ନୂତନ ଭାବେ ଗେଲପୁର କୁ ସ୍ଥାନାନ୍ତର ହେବା ଫଳରେ ପୁରୁଣା ମେଡିକାଲ୍ ଏବେ ପାଲଟିଛି ଆଡା ସ୍ଥଳୀ। ତେଣୁ ଏହାକୁ ସରକାର ସିଟି ହସ୍ପିଟାଲ୍ କରିବା ପାଇଁ ଦାବୀ କରୁଛନ୍ତି ସମସ୍ତେ। ଏହାକୁ ନେଇ ଆଜି ସଦର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯଥାଶୀଘ୍ର ସିଟି ହସ୍ପିଟାଲ୍ ମାନ୍ୟତା ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଜୋର୍ ଧରିଛି। ତେବେ ଶୁଣନ୍ତୁ କଣ କହୁଛନ୍ତି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ।
Share
Read More News
T & C
Privacy Policy
Contact Us
Your browser does not support JavaScript!