Download Now Banner

This browser does not support the video element.

କୋରାପୁଟ ସହର: ରାଜୁ ପୁଟ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ବୃକ୍ଷ ରୋପଣ କଲେ ଜିଲ୍ଲାପାଳ

Koraput Town, Koraput | Sep 2, 2025
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସେମିଳିଗୁଡା ବ୍ଳକ ରାଜୁ ପୁଟ ପଞ୍ଚାୟତ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମିଲେଟ ପ୍ରକ୍ରିୟାକରଣ ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ୟୁନିଟ ପରିସରରେ ବୃକ୍ଷ ରୋପଣ କରିଛନ୍ତି। ଆଜି ସଂନ୍ଧ୍ୟା ୫ଘଣ୍ଟା ସମୟରେ ମିଳିଥିବା ସୂଚନା ଅନୁସାରେ ଆୟୋଜିତ କାର୍ଯ୍ୟକ୍ରମରେ ସେମିଲିଗୁଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋସ୍ମିନ କୁମାର ପ୍ରଦାନ ବ୍ଲକ ଅଧକ୍ଷା ଲିଲି ଅଣ୍ଟାବିରିଆ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us