Download Now Banner

This browser does not support the video element.

ବଡସାହି: ଖାଦ୍ୟ ଅନ୍ୱେଷଣରେ ଫାଳଝରି ଗାଁ ଭିତରକୁ ପଶିବାକୁ ବିଶାଳ ଦନ୍ତାହାତୀର ଉଦ୍ୟମ, ଗାଁଲୋକଙ୍କ ହୋହାଲ୍ଲା ପରେ ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ କଲା ହାତୀ

Barsahi, Mayurbhanj | Sep 7, 2025
ବେତନଟୀ ରେଞ୍ଜ ଅଧୀନ ସଇତପୁର ପଞ୍ଚାୟତର ଫାଳଝରି ଗାଁକୁ ରବିବାର ରାତି ଏଗାରଟାରେ ଏକ ବିଶାଳ ଦାନ୍ତହାତୀ ପଶି ଆସିଥିବା ବେଳେ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି l ସୂଚନା ମୁତାବକ ବଡାମପୁର ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ଏକାଧିକ ବଣୁଆ ହାତୀ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ଫାଳଝରି ଗାଁମୁହାଁ ଅଗ୍ରସର ହୋଇଥିଲା l ଗ୍ରାମବାସୀ ଭୟଭୀତ ହୋଇପଡିଥିବା ବେଳେ କ୍ଷୟକ୍ଷତି ଆଶଙ୍କାରେ ହୋହାଲ୍ଲା କରି ହାତୀକୁ ଘଉଡାଇ ଥିଲେ l
Read More News
T & CPrivacy PolicyContact Us