Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସହିଦନଗର ଗଣେଶ ପୂଜା ମଣ୍ଡପ ରୁ ଚୋରି ଘଟଣା, ଥାନାରେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ପୂଜା କମିଟି ସଦସ୍ୟ
Bhubaneswar M Corp, Khordha | Sep 1, 2025
ସହିଦନଗର ଗଣେଶ ପୂଜା କମିଟି ଭିତରେ ପସି ଚୋରି ଘଟଣା | ଥାନାରେ ଅଭିଯୋଗ ପରେ ପୋଲିସର ଛାନବିନ | କାର ରେ ଆସି ପୂଜା ମଣ୍ଡପ ରେ ପଶି ସାଉଣ୍ଡ ମେସିନ ଚୋରି କରି ନେଉଥିବାର ଚିତ୍ର ସିସି ଟିଭିରେ କଏଦ ହୋଇଛି | ଯେଉଁ ସିସି ଟିଭି ଫୁଟେଜ ଆଧାର ରେ ତଦନ୍ତ କରୁଛି ପୋଲିସ |
Share
Read More News
T & C
Privacy Policy
Contact Us
Your browser does not support JavaScript!