Download Now Banner

This browser does not support the video element.

ବଡସାହି: ବାଲକା ଉପକଣ୍ଠ ରେଣ୍ଟାସାହି ଗାଁର ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ, ମୃତଦେହ ଜବତକଲା ବୈଶିଙ୍ଗା ପୁଲିସ, ରବିବାର ହେବ ଶଵ ବ୍ୟବଚ୍ଛେଦ

Barsahi, Mayurbhanj | Sep 13, 2025
ବୈଶିଙ୍ଗା ଥାନା ଗଡ଼ଦେଉଳିଆ ପଞ୍ଚାୟତ ଅଧୀନ ବାଲକା ଉପକଣ୍ଠ ରେଣ୍ଟାସାହି ଗାଁର ଯୁବକଙ୍କ ପାଣିରେ ବୁଡି ମୃତ୍ୟୁ ଘଟଣାରେ ଶନିବାର ରାତି ୯ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର ଶଵବ୍ୟବଚ୍ଛେଦ ହେବାନେଇ ବୈଶିଙ୍ଗାପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l ମୃତକ ହେଉଛନ୍ତି ରେଣ୍ଟାସାହି ଗ୍ରାମର ସ୍ୱର୍ଗତ ରାମ ମୁର୍ମୁଙ୍କ ୨୭ବର୍ଷୀୟ ପୁଅ କୁଶାଲ ମୁର୍ମୁ l କୁଶାଲ କ୍ଷେତକୁ ଯାଇଥିବାବେଳେ ଗଭୀର ଜଳାଶୟରେ ବୁଡି ଯାଇଥିଲେ l
Read More News
T & CPrivacy PolicyContact Us