Install App
pattamundai01
This browser does not support the video element.
କେନ୍ଦ୍ରାପଡା: ବାର୍ଦ୍ଧକ୍ୟ ଭତା ପ୍ରଦାନରେ ପାତର ଅନ୍ତରକୁ ବିରୋଧ କରି ପଟ୍ଟାମୁଣ୍ଡାଇ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ କାଉନସିଲର ଙ୍କ ଧାରଣା ତୃତୀୟ ଦିନରେ
Kendrapara, Kendrapara | Apr 9, 2025
ରାଜ୍ୟ ସରକାର 80 ବର୍ଷ ରୁ ଉର୍ଧ୍ଵ ଓ 80% ରୁ ଅଧିକ ଦିବ୍ୟାଙ୍ଗ ଙ୍କ ପାଇଁ 3500 ଟଙ୍କା ଭତା ପ୍ରଦାନ ପାଇଁ ନିର୍ଦେଶ ଜାରିକରିଛନ୍ତି l ମାତ୍ର ଜିଲ୍ଲପାଳ ଓ ମୁନିସିପାଲିଟି ପ୍ରଶାସନ ଏଦିଗରେ ଅବହେଳା ଓ ପାତର ଅନ୍ତର ନୀତି ଆପଣଉଛନ୍ତି l ଯାହାକୁ ବିରୋଧ କରି ଦୁଇଦିନ ତଳେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି କାର୍ଯ୍ୟାଳୟ ଆଗରେ ଷଣ୍ଢପଲି 1 ନମ୍ବର ୱାର୍ଡ ର କାଉଁନସିଲର ଓ ତାଙ୍କ ପ୍ରତିନିଧି ଙ୍କ ସହିତ ଅନ୍ୟମାନେ ଅନଶନ ରେ ବସିଥିଲେ l ଆଜି ସକାଳ 9 ଟା ଠାରୁ ସେମାନେ ତୃତୀୟ ଦିନ ପାଇଁ ଆନ୍ଦୋଳନ ଜାରିରଖିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!