Download Now Banner

This browser does not support the video element.

କେନ୍ଦ୍ରାପଡା: ଶ୍ରମ କାର୍ଯ୍ୟାଳୟରେ ମୃତ୍ୟୁକାଳୀନ ଆର୍ଥିକ ସହାୟତା ପାଇଁ ମଗାଯାଉଛି ଲାଞ୍ଚ, ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କଲେ ଜୁଣଗାଁର ସ୍ୱର୍ଣ୍ଣଲତା ସାହୁ

Kendrapara, Kendrapara | Aug 25, 2025
ବାପାଙ୍କ ମୃତ୍ୟୁ ପରେ ଜିଲା ଶ୍ରମ କାର୍ଯ୍ୟାଳୟକୁ ମୃତ୍ୟୁକାଳୀନ ସହାୟତା ପାଇଁ ଦୌଡୁଛନ୍ତି ଜୁଣ ଗ୍ରାମର ଅଭିଆଡ଼ି ଝିଅ ସ୍ଵର୍ଣଲତା l ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ସ୍ଵର୍ଣଲତାକୁ ଶ୍ରମ ଅଧିକାରୀମାନେ ଦଲାଲଙ୍କ ଜରିଆରେ ଲାଞ୍ଚ ମାଗୁଛନ୍ତି l ଅନ୍ୟ କୌଣସି ଉପାୟ ନ ପାଇ ଏହି ଯୁବତୀ ଜଣଙ୍କ ଜିଲ୍ଲାପାଳ ଅଫିସରେ ପହଁଚି ଜିଲ୍ଲାପାଳଙ୍କୁ ଗୁହାରୀ କରି ପ୍ରତିକ୍ରିୟା ରଖିଛନ୍ତି l
Read More News
T & CPrivacy PolicyContact Us