Download Now Banner

This browser does not support the video element.

ଦେବଗଡ: ପଂଚମ ଦିବସରେ ଦେବଗଡର ପ୍ରସିଦ୍ଧ ଗଣେଶ ମେଳା; ଆଧୁନୀକ ସଙ୍ଗୀତର ତାଳେ ତାଳେ ଜମିଲା ସାଂସ୍କୃତିକ ମଣ୍ଡପ, ଝୁମିଲେ ଦର୍ଶକ

Debagarh, Debagarh (Deogarh) | Aug 31, 2025
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳା ରବିବାର ପଂଚମ ଦିବସରେ ପହଂଚିଥିବା ବେଳେ ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା । ଆଜି ସାଂସ୍କୃତିକ ମଣ୍ଡପରେ କଟକ ଜିଲାରୁ ଆସିଥିବା ‘ସଙ୍ଗୀତ ନବରଙ୍ଗ’ ମେଲୋଡି ଦ୍ୱାରା ପରିବେଷିତ ଆଧୁନୀକ ସଙ୍ଗୀତର ତାଳେ ତାଳେ ଝୁମିଥିଲେ ହଜାର ହଜାର ଦର୍ଶକ । ଅନ୍ୟପଟେ ପୂଜାମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁ ଅଗ୍ରପୂଜ୍ୟ ହଜାନନଙ୍କ ଆଶିଷ କାମନା କରିଥିଲେ । ଦେବଗଡ ଓଲଟିବର ଜଗା ବଳିଆ ସଂକୀର୍ତନ ମଣ୍ଡଳୀ ଏବଂ ଗୁରୁସଙ୍ଗ ସଙ୍କୀର୍ତନ ମଣ୍ଡଳୀ ଦ୍ୱାରା ପୁଜା ମଣ୍ଡପ ପାଶ୍ୱର୍ରେ ଆଧୁନୀକ ସଂକିର୍ତନ୍ୟ ପପରିବେଶଣ କରଯାଇଥିଲା ।
Read More News
T & CPrivacy PolicyContact Us