Download Now Banner

This browser does not support the video element.

ବଡସାହି: କରଞ୍ଜିଆରେ ଦିନ ମଜୁରିଆଙ୍କ ଘରଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଲା ବଣୁଆହାତୀ, ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ଅନ୍ଧାର ରାତିରେ ଦୌଡିଲେ

Barsahi, Mayurbhanj | Aug 24, 2025
ବେତନଟୀ ରେଞ୍ଜ ଖଡିଶୋଳ ପଞ୍ଚାୟତର କରଞ୍ଜିଆ ଗ୍ରାମରେ ରବିବାର ରାତି ସାଢେଏଗାରଟାରେ ଏକ ଗୋଠଛଡା ବଣୁଆ ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ଜନବସତି ଭିତରକୁ ପଶିଆସି ଜନୈକ ଦିନ ମଜୁରିଙ୍କ ଘର ଉପରେ ହଠାତ ଆକ୍ରମଣ କରିଦେଇଥିବା ବେଳେ କାମରୁ ଫେରି ଘରେ ଖାଇପିଇ ଶୋଇବାକୁ ଯାଉଥିବା ଦିନ ମଜୁରିଆ ଜଣକ ଅନ୍ଧାର ରାତିରେ ସ୍ତ୍ରୀ ପିଲାଛୁଆ ଧରି କୌଣସି ପ୍ରକାରେ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି l
Read More News
T & CPrivacy PolicyContact Us