Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଟିନପାହାଡି ଗ୍ୟାଙ୍ଗ କୁ ଗିରଫ ନେଇ କ୍ୟାପିଟାଲ ଥାନାରେ ଡିସିପି ଙ୍କ ସାମ୍ବାଦିକ ସମ୍ମିଳନୀ

Bhubaneswar M Corp, Khordha | Sep 13, 2025
ଫ୍ଲାଇଟ ରେ ଆସୁଥିଲେ | ଲଜ ରେ ରହୁଥିଲେ | ଚନ୍ଦନ ମାରି ଚିତା କାଟୁଥିଲେ | ଟାର୍ଗେଟ ରେ ଥିଲେ ଆମ ବସ ଯାତ୍ରୀ, ମାର୍କେଟ ଏବଂ ମଲ ଅଞ୍ଚଳ | ଆଖିପିଛୁଳାକେ ମୋବାଇଲ ଲୁଟ କରି ଛୁ ମାରୁଥିଲେ | ଫୋନ ପେ ରେ ପାସୱାର୍ଡ ବ୍ରେକ କରି ୟୁପିଆଇ ରୁ ଟଙ୍କା ନେଇ ଯାଉଥିଲେ | ବାହାରେ ବୁଲି ମଉଜ ମଜଲିସ କରୁଥିଲେ | ସ୍ପେଶାଲ ଅପରେସନ କରି 5ଜଣ ଲୁଟେରା ଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ | ଗିରଫ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ର ଟିନପାହାଡି ଗ୍ୟାଙ୍ଗ | ସେମାନଙ୍କ ନିକଟରୁ 50ଟି ଦାମୀ ମୋବାଇଲ, ଏଟିଏମ କାର୍ଡ, ସିମ ଏବଂ ବିମାନ ଟିକେଟ ଜବତ କରିଛି ପୋଲିସ |
Read More News
T & CPrivacy PolicyContact Us