Download Now Banner

This browser does not support the video element.

ସୁନ୍ଦରଗଡ ସହର: ହେମଗିର ବ୍ଲକ ଗୋପାଳ ପୁର ପଞ୍ଚାୟତ ଛୁଇ ଢିପାରେ ଅଘଟଣ, ଲଗାଣ ବର୍ଷାରେ ଜଣଙ୍କ ଘର ଭାଙ୍ଗି ୮ଟି ଛେଳି ମୃତ, ରାଜସ୍ବ ବିଭାଗର ତଦନ୍ତ ଜାରି

Sundargarh Town, Sundargarh | Sep 4, 2025
ଆଜି ସେପ୍ଟେମ୍ୱର 4 ତାରିଖ ଭୋର ସମୟରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ତେବେ ଘର ମାଲିକ ନଜରରେ ସକାଳ 6 ଟା ବେଳକୁ ଏହି ଘଟଣା ଆସିଥିଲା। ତାଙ୍କ ଗୁହାଳ ଘର ଭୁଷୁଡି 8 ଟି ଛେଳିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏହି ଅଘଟଣରେ ପରିବାର ସ୍ତବ୍ଧ ହୋଇଛନ୍ତି। ତେବେ ଘର ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି। ଘଟଣାଟି ହେମଗିର ତହସିଲ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନ ଛୁଇ ଢିପାରେ ଘଟିଛି। ପ୍ରବଳ ବର୍ଷା ପ୍ରଭାବରେ ଗୁହାଳ ଘର ଭୁଷୁଡିଛି। ଏ ନେଇ ଘର ତଥା ଛେଳି ମାଲିକାଣୀ ଅରୁଣା ଗରଡୁ ହେମଗିର ତହସିଲରେ ଲିଖିତ ଅଭିଯୋଗ କରିବା ପରେ ଗୋପାଳ ପୁର ରାଜସ୍ୱ ନିରୀକ୍ଷକ ମଧ୍ୟାହ୍ନ
Read More News
T & CPrivacy PolicyContact Us