Install App
khariar.news
This browser does not support the video element.
ନୂଆପଡା: ଚଟିଆଗୁଡ଼ା ବିଜୁ ଏକ୍ସପ୍ରେସ ୱେରେ ବାଘ ଛାଲ ଜବତ; ଖଡ଼ିଆଳ ଡିଏଫଓ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଡିଏଫଓ ଅଜିଜ ଖାନ
Nuapada, Nuapada | Aug 27, 2025
ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ପାଖ ବିଜୁ ଏକ୍ସପ୍ରେସ ୱେ ଠାରେ ଗତ ୨୫ ତାରିଖ ଦିନ କଲରାପତରିଆ ବାଘ ଛାଲ ଓ ଏକ ସ୍କୁଟି ଜବତ ହୋଇଥିଲା। ଏଥିରେ ଜଣେ ଅଭିଯୁକ୍ତଙ୍କୁ ସିନାପାଲି ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ୧୨ ଟାରେ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି ବନଖଣ୍ଡ ଅଧିକାରୀ ଅଜିଜ ଖାନ।
Share
Read More News
T & C
Privacy Policy
Contact Us
Your browser does not support JavaScript!