Install App
dm.sundargarh
This browser does not support the video element.
ସୁନ୍ଦରଗଡ ସହର: ସଦର ଥାନା ସୂଦର୍ଶନପୁରରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ଚଢାଉ, ଜଣେ ମହିଳା ଅଭିଯୁକ୍ତ ଗିରଫ, 14 ଲିଟର ମଦ ଜବତ
Sundargarh Town, Sundargarh | Sep 8, 2025
ଆଜି ସେପ୍ଟେମ୍ୱର 8 ତାରିଖ ସୋମବାର ଅପରାହ୍ନ 4:15 ସମୟରେ ଏହି ଚଢାଉ କରାଯାଇ ଅଭିଯୁକ୍ତ ମହିଳା ପିଙ୍କି ଦାସକୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ନିକଟରୁ 14 ଲିଟର ଦେଶୀ ମଦ ଜବତ କରିଛନ୍ତି ଅବକାରୀ ବିଭାଗ। ଏ ନେଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ PR case no: 219 ରେ ଏକ ମାମଲା ରୁଜ୍ଜୁ କରିବା ସହ ତାଙ୍କୁ ସନ୍ଧ୍ୟା 6 ଟା ସମୟରେ କୋର୍ଟ ଚାଲାଣ କରିଛନ୍ତି ଅବକାରୀ ବିଭାଗ।
Share
Read More News
T & C
Privacy Policy
Contact Us
Your browser does not support JavaScript!