Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ପୂର୍ତ୍ତ ବିଭାଗ ରାସ୍ତା ପାଳଦା ବାଙ୍କ ଛକ ନିକଟରେ ଢଳାଇ ଉପରେ ବର୍ଷା ପାଣି ଛିଡ଼ା ହେବା ସହ ଧୋଇ ଗଲା ଢଳାଇ। ତଦନ୍ତ ଦାବୀ

Bhadrak Rural, Bhadrak | Sep 13, 2025
ନିମ୍ନମାନର କାମ ଯୋଗୁଁ ଧୋଇଗଲା ରାସ୍ତା।ଭଣ୍ଡାରିପୋଖରୀ ପୂର୍ତ୍ତ ବିଭାଗ ରାସ୍ତା ପାଳଦା ବାଙ୍କ ଛକ ନିକଟରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ତେବେ ଢଳାଇ ଉପରେ ବର୍ଷା ପାଣି ଛିଡ଼ା ହେବା କାରଣରୁ ସହ ଧୋଇ ଗଲା ସବୁ ଢଳାଇ।ଢଳାଇ କାମକୁ ନେଇ ଉଠିଲା ପ୍ରଶ୍ନ। ତେବେ ଠିକାଦାର ର ମନମୁଖୀ କାର୍ଯ୍ୟ ପାଇଁ ଏମିତି ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବିଭାଗୀୟ ଅଧିକାରୀ ତଦନ୍ତ କରି ଏହାର ସମାଧାନ କରିବାକୁ ଦାବୀ ହୋଇଛି।
Read More News
T & CPrivacy PolicyContact Us