Download Now Banner

This browser does not support the video element.

କେନ୍ଦୁଝର ସହର: କୁମୁଳାବାହାଳ ଦୋଳି ଖେଳୁଥ‌ିବା ବେଳେ ବେକରେ ଶାଢୀ ଛନ୍ଦି ହେବାରୁ ଜଣେ ନାବାଳିକା ପ୍ରାଣ ହରାଇଛନ୍ତି ସୂଚନା

Kendujhar Town, Kendujhar | Aug 26, 2025
ଦୋଳି ଖେଳୁ ଖେଳୁ ଚାଲି ଗଲା ୯ ବର୍ଷ ଝିଅର ଜୀବନ କାନ୍ଦ ବୋବାଳି ପାଟି ପଡ଼ୁଛି ଗାଁ ଦାଣ୍ଡ ପାଟଣା-ଦୋଳି ଖେଳୁଥିବା ବେଳେ ବେକରେ ଶାଢୀ ଛନ୍ଦି ହେବାରୁ ଜଣେ ନାବାଳିକା ପ୍ରାଣ ହରାଇଛନ୍ତି।ମୃତ ନାବାଳିକା ଜଣକ ସଦର ଥାନା କାଠବାରି ପଞ୍ଚାୟତ କୁମୁଳାବାହାଳି ଗ୍ରାମର କୁଳମଣି ମହାନ୍ତ ଙ୍କ ଝିଅ ହରପ୍ରିୟା ମହାନ୍ତ(୯)ବୋଲି ଜଣାପଡିଛି।ପୁରୁଣା ଶାଢୀରେ ନିର୍ମିତ ପଟା ଦୋଳିରେ ଖେଲୁଥିବା ସମୟରେ ଅସାବଧାନତା କାରଣରୁ ଶାଢ଼ୀଟି ନାବାଳିକାର ବେକରେ ଗୁଡ଼ାଇ ହୋଇ ଯିବାରୁ ସ୍ୱାଶ ରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା।ପ୍ରାଣ ରକ୍ଷା ଉଦ୍ଦେଶ୍ୟରେ ତାଙ୍କୁ ପାଟଣା ଡାକ୍ତରଖାନା ଅଣା ଯାଇଥିଲେ ମଧ୍ୟ ଡାକ୍ତ
Read More News
T & CPrivacy PolicyContact Us