Download Now Banner

This browser does not support the video element.

କେନ୍ଦ୍ରାପଡା: ହଟିଆପଡା ଗାଁର ଠାକୁରାଣୀ ମନ୍ଦିର ନିକଟରେ ମଦକୁ ବିରୋଧ କରି ଏକତ୍ରିତ ହେଲେ ମହିଳା

Kendrapara, Kendrapara | May 4, 2025
ରାଜକନିକା ହଟିଆପଡା ବାଂଶରିଆ ଦଳିତ ବସ୍ତିର ତାଲିଲେ ମହିଳା, ମଦୁଆଙ୍କୁ ସାବାର୍ଡ କରିବାକୁ ଭିଢିଲେ ଅଣ୍ଟା। ଦୀର୍ଘ ଦିନ ହେବ ସିକୋ ପଞ୍ଚାୟତର ଏହି ଗାଁ ଗୁଡିକରେ ଚୋରାମଦ ବେପାର ହେଇଥିବାରୁ ଅଞ୍ଚଳର ଯୁବାଠୁ ବୁଢା ସମସ୍ତେ ମଦପିଉ ଥିବାବେଳେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି ଯାହାକୁ ନେଇ ବାରମ୍ବାର ପୋଲିସ, ଜିଲ୍ଲା ଅଧିକାରୀ ଙ୍କୁ ଜଣାଇ ବିଫଳ ହେବାପରେ ଆଜି ରାତି ୮ଟା ସମୟରେ ମଦ ବିରୋଧରେ ଏକ ମହିଳା ସଂଗଠନ କରିବାପାଇଁ ଗାଁ ମୁଣ୍ଡ ଠାକୁରାଣୀଙ୍କ ପୀଠରେ ଏକତ୍ରିତ ହୋଇଛନ୍ତି।
Read More News
T & CPrivacy PolicyContact Us